ସୁରାକ୍ Surāk
- ବୈଦେ.—(କଚିରିଆ)(ଫା. ସୁରାଖ୍=ଛିଦ୍ର; ତୁର୍କୀ= ସୁରାଗ୍=ସୂତ୍ର ବା ସନ୍ଧାନ) — ଅନୁସନ୍ଧାନ କରା ଯାଉଥିବା କୌଣସି ବିଷୟର ସୂତ୍ର; ପତ୍ତା — Trace of anything which is being investigated; clue
- ବୈଦେ.—(କଚିରିଆ)(ଫା. ସୁରାଖ୍=ଛିଦ୍ର; ତୁର୍କୀ= ସୁରାଗ୍=ସୂତ୍ର ବା ସନ୍ଧାନ) — ଅନୁସନ୍ଧାନ — Investigation
- ବୈଦେ.—(କଚିରିଆ)(ଫା. ସୁରାଖ୍=ଛିଦ୍ର; ତୁର୍କୀ= ସୁରାଗ୍=ସୂତ୍ର ବା ସନ୍ଧାନ) — ଇସାରା; ଆଭାସ — A nod; a sign; hint; indication