ସୁରାକ୍ ସନ୍ଧାନ Surāk sandhāna

  • ଦେ. ବି—(କଚିରିଆ)—(ଫା. ସୁରାଖ୍+ସଂ. ସନ୍ଧାନ; ଏକାର୍ଥକ ସହଚର) — କୌଣସି ବିଷୟର ସନ୍ଧାନ ବା ସୂତ୍ର — Clue to anything