ସୁରାଇବା Surāibā

  • ଦେ. କ୍ରି—(ସଂ. ସ୍ଫୃର୍ ଧାତୁ) — ସ୍ଫୁରିବା — To be tickled
  • ଦେ. କ୍ରି—(ସଂ. ସ୍ଫୃର୍ ଧାତୁ) — (ସଂ. ସ୍ପୃହାଧାତୁ; ପାଟି ବା ତୁଣ୍ଡ)—ସ୍ପୃହାଯୁକ୍ତ ହେବା; ଲାଳାୟିତ ହେବା — (The mouth) To hanker after; to water after a thing