ସୁରା ସନ୍ଧାନ Surā sandhāna

  • ସଂ. ବି [ 6 ଷ୍ଠୀ ତତ୍] — ସଢ଼ାଯାଇଥିବା ଦ୍ରବରୁ ବକ— ଯନ୍ତ୍ର ସାହାଯ୍ୟରେ ସୁରା ବାହାର କରିବା କ୍ରିୟା — Distillation of wine