ସୁରସ Surasa
- ସଂ. ବିଣ (ବହୁବ୍ରୀହି; ସୁ ଅଟେ ରସ=ସ୍ୱାଦ ଯାହାର) — ସୁସ୍ୱାଦ; ମଧୁର; ମିଷ୍ଟ — Sweet
- ସଂ. ବିଣ (ବହୁବ୍ରୀହି; ସୁ ଅଟେ ରସ=ସ୍ୱାଦ ଯାହାର) — (କାବ୍ୟ) ରସଯୁକ୍ତ — Full of noble sentiments
- ସଂ. ବିଣ (ବହୁବ୍ରୀହି; ସୁ ଅଟେ ରସ=ସ୍ୱାଦ ଯାହାର) — ରସମୟ — Juicy
- ସଂ. ବିଣ (ବହୁବ୍ରୀହି; ସୁ ଅଟେ ରସ=ସ୍ୱାଦ ଯାହାର) — ସୁନ୍ଦର; ମନୋହର (ହି. ଶ) — Beautiful
- ବି — ବୋଳ (ରାଜନିର୍ଘଣ୍ଟ); ଗନ୍ଧବୋଳ — Myrrh, gum myrrh
- ବି — ତ୍ୱଚ (ରାଜନିର୍ଘଣ୍ଟ); ଗୁଡ଼ତ୍ୱକ; ଡାଳଚିନି — Cinnamon
- ବି — ଗନ୍ଧ ତୃଣ (ରାଜ— ନିର୍ଘଣ୍ଟ) — A species of scented grass
- ବି — ବଳ୍କକ; ଗଛର ଛାଲ (ଜ୍ଞାନେଦ୍ର) — Bark of trees
- ବି — ତୁଳସୀ (ମେଦିନୀ) — The holy Basil
- ବି — ଶ୍ୱେତପୁଷ୍ପ ତୁଳସୀବିଶେଷ (ବୈଦ୍ଯକ) — A white-flowered Basil plant
- ବି — [ଦ୍ର—ଏହାର ନାମାନ୍ତର ପର୍ଣ୍ଣାସ। ଏହା କଟୁତିକ୍ତ, ଉଷ୍ଣବୀର୍ଯ୍ୟ, ଅଗ୍ନିବର୍ଦ୍ଧକ, ରୁଚିକର, ବାତଶ୍ଳେଷ୍ମା— ନାଶକ, ପିତ୍ତବର୍ଦ୍ଧକ, ଶ୍ୱାସ, କାଶ, ପାର୍ଶ୍ୱଶୂଳ, ଜ୍ୱର, ବିଷଦୋଷ୍ଣ ଓ ଗାତ୍ର ଦୌର୍ଗନ୍ଧର ଶାନ୍ତିକାରକ।]
- ବି — ସିନ୍ଧୂବାର (ଶବ୍ଦରତ୍ନାବଳୀ); ବେଗୁନିଆ — Vitex Trifolia