ସୁରର୍ଷି Surarshi

  • ସଂ. ବି (ସୁର+ଋଷି) — ଦେବର୍ଷି — A class of sages
  • ସଂ. ବି (ସୁର+ଋଷି) — [ଉ—ନାରଦ, ତୁମ୍ବୁରୁ, କୋଳାହଳ ଆଦି—ଅମର, ଭରତ।]
  • ସଂ. ବି (ସୁର+ଋଷି) — [ଦ୍ର—ଋଷିମାନଙ୍କର ଭିନ୍ନ ଭିନ୍ନ ଶ୍ରେଣୀ ବିଭାଗ କରାଯାଇଅଛି। ଯଥା—ବ୍ରହ୍ମର୍ଷି, ଦେବର୍ଷି, ରାଜର୍ଷି, ମହର୍ଷି, ପରମର୍ଷି, କାଣ୍ଡର୍ଷି, ଶ୍ରୁତର୍ଷି।]