ସୁରସିକ Surasika
- ସଂ. ବିଣ. ପୁଂ — ଉତ୍ତମ ରସଜ୍ଞ — Well versed in tender sentiments
- ସଂ. ବିଣ. ପୁଂ — ଉତ୍ତମ ରସଗ୍ରାହୀ — Very capable of comprehending tender sentiments
- ସଂ. ବିଣ. ପୁଂ — ମଧୁରାଳାପୀ — Sweet in conversation
- ସଂ. ବିଣ. ପୁଂ — ଅତ୍ୟନ୍ତ ରସିକ — Very witty or gallant