ସୁରଭିପତ୍ରା Surabhipatrā

  • ସଂ. ବି (ବହୁବ୍ରୀହି) — ଜମ୍ବୁବୃକ୍ଷ (ରାଜନିର୍ଘଣ୍ଟ) — The black berry tree
  • ସଂ. ବି (ବହୁବ୍ରୀହି) — ମହାଜମ୍ବୁ; ରାଜଜମ୍ବୁ; ଗୋଲାପଜାମୁ (ବୈଦ୍ଯକ) — Rose-berry