ସୁରପ୍ରିୟା Surapriyā

  • ସଂ. ବିଣ. ସ୍ତ୍ରୀ — ସୁରପ୍ରିୟର ସ୍ତ୍ରୀଲିଙ୍ଗ — Feminine of Surapriya
  • ସଂ. ବି. ସ୍ତ୍ରୀ — ଜାତୀପୁଷ୍ପ — Long-petalled jasmine
  • ସଂ. ବି. ସ୍ତ୍ରୀ — ଚମ୍ପାକଦଳୀ (ହି. ଶ) — A kind of banana;