ସୁରପତ୍ରୀ Surapatrī

  • ସଂ. ବି (ବୈଦ୍ଯକ) — ସୁଗନ୍ଧିପତ୍ର ଶାକବିଶେଷ — A sweet-smelling herb
  • ସଂ. ବି (ବୈଦ୍ଯକ) — [ଦ୍ର—ଏହା କଟୁ, ଉଷ୍ଣ, ଦୀପକ, ବର୍ଣ୍ଣକର, ବାଳରୋଗରେ ହିତକର; କୃମି, ଶ୍ୱାସ, କଫ, କାଶ ଓ ବାୟୁ— ନାଶକ।]