ସୁରତ୍ହାଲ୍ ରିପୋର୍ଟ Surat-hāl ripoṭ

  • ଦେ. ବି (କଚିରିଆ) (ଫା ଓ ଇଂ) — ମୃତ ବ୍ଯକ୍ତିର ଦେହ ପରୀକ୍ଷା କରି ଡାକ୍ତର ବା ପୁଲିସ ଯେଉଁ ରିପୋଟ ଦିଅନ୍ତି — Inquest report on the condition of a dead body
  • ଦେ. ବି (କଚିରିଆ) (ଫା ଓ ଇଂ) — ସରଜମିନ ତଦନ୍ତ ରିପୋଟ — A report of the result of a local investigation