ସୁରତ୍ ହାରାମ Surat-hārām

  • ବୈଦେ. ବିଣ (ଫା) — ଯେଉଁ ବ୍ଯକ୍ତି ଦେଖିବାକୁ ସୁନ୍ଦର କିନ୍ତୁ ଅନ୍ତରରେ କ୍ରୂର; ବିଷକୁମ୍ଭ ପୟୋମୁଖ ସଦୃଶ କପଟୀ — A person who is cruel at heart, but nice in appearance