ସୁରତି Surati

  • ସଂ. ବି (ସୁ+ରମ୍ ଧାତୁ=ରମଣ କରିବା+ଭାବ. ତି) — ରତି; ସୁରତ; ମୈଥୁନ — Copulation
  • ବୈଦେ. ବି — ସୁର୍ତି (ଦେଖ) — Surti (See)
  • ଦେ. ବି — ସୁରୁତି (ଦେଖ) — Suruti (See)