ସୁରତି ବିଚିତ୍ରା Surati bichitrā

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ସୁରତ ଅଟେ ବିଚିତ୍ର ଯାହାର; ସୁରତ+ବିଚିତ୍ର+ଆ) — ଚାରିପ୍ରକାର ମଧ୍ୟାନାୟିକା ମଧ୍ୟରୁ ଏକ ପ୍ରକାର ନାୟିକା; ଯେଉଁ ମଧ୍ୟାନାୟିକାଙ୍କ ରତିକ୍ରିୟା ବିଚିତ୍ର ଅଟେ — A lady or heroine of love stories whose coition is wonderful
  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ସୁରତ ଅଟେ ବିଚିତ୍ର ଯାହାର; ସୁରତ+ବିଚିତ୍ର+ଆ) — [ଦ୍ର—ମଧ୍ୟାନାୟିକାଙ୍କ ଚାରି ଶ୍ରେଣୀ ଯଥା—ଆରୂଢ଼ଯୌବନା, ପ୍ରଗଳ୍ଭବଚନା, ପ୍ରାଦୁର୍ଭୂତଯୌବନା ଓ ସୁରତବିଚିତ୍ରା—ହି. ଶ।]
  • ସଂ. ବିଣ. ସ୍ତ୍ରୀ — ବିଚିତ୍ର ରତିକ୍ରୀଡ଼ାକାରିଣୀ (ସ୍ତ୍ରୀ) — (a woman) Of wonderful coition