ସୁରଙ୍ଗଯୁକ୍ Suraṅgaj̄uk

  • ସଂ. ବି (ସୂରଙ୍ଗ=ସୂଡ଼ଙ୍ଗ, ବିବର+ଯୁଜ୍ ଧାତୁ+କର୍ତ୍ତୃ, କ୍ୱିପ୍; ସୁରଙ୍ଗଯୁଜ୍ ଶବ୍ଦ; 1 ମା, 1 ବ) — ଯେଉଁ ବ୍ଯକ୍ତି ସୁରଙ୍ଗ ବା ସିନ୍ଧି କରି ଚୋରି କରେ; ସିନ୍ଧିଆଳ — A thief who steals by boring a tunnel into the house