ସୁର ସୁନ୍ଦରୀ Sura sundarī

  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ସୁରମାନଙ୍କର ସୁନ୍ଦରୀ=ନାରୀ) — ଦେବକନ୍ୟା; ଦେବୀ — A Goddess
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ସୁରମାନଙ୍କର ସୁନ୍ଦରୀ=ନାରୀ) — ସ୍ୱର୍ବେଶ୍ୟା; ଅପ୍ସରା (ଶବ୍ଦ କଳ୍ପଦ୍ରୁମ) — The heavenly nymphs
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ସୁରମାନଙ୍କର ସୁନ୍ଦରୀ=ନାରୀ) — ଦୁର୍ଗା (ଶବ୍ଦ କଳ୍ପଦ୍ରୁମ) — Goddess Durgā
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ସୁରମାନଙ୍କର ସୁନ୍ଦରୀ=ନାରୀ) — (ତନ୍ତ୍ର) ଯୋଗିନୀ ବିଶେଷ; ଶ୍ରୀ ସୁନ୍ଦରୀ (ଶବ୍ଦ କଳ୍ପଦ୍ରୁମ) — Name of a J̄oginī worshipped by the Tāntrikas
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ସୁରମାନଙ୍କର ସୁନ୍ଦରୀ=ନାରୀ) — ବିଦ୍ୟୁତ୍ (ଶବ୍ଦ କଳ୍ପଦ୍ରୁମ) — Lightning
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ସୁରମାନଙ୍କର ସୁନ୍ଦରୀ=ନାରୀ) — ଏକପ୍ରକାର ମାଛ (ଶବ୍ଦ କଳ୍ପଦ୍ରୁମ) — A kind of fish