ସୁର ସିଂହ Sura siṁha

  • ଦେ. ବି (ସିଂ ଶୂର ଓ ସିଂହ) — ଗଡ଼ଜାତର କରଣ ଓ ପାଇକ— ମାନଙ୍କୁ ରାଜଦତ୍ତ ଉପାଧି ବିଶେଷ (ଗୋପୀନାଥ ନନ୍ଦ) — A title given by Rajas to Karaṇas and Pāikas of the Oriya States