ସୁର ମଣ୍ଡଳ Sura maṇdaḻa

  • ସଂ. ବି ( 6 ଷ୍ଠୀ ତତ୍) — ଦେବତାମାନଙ୍କର ମଣ୍ଡଳ — A circle formed by the gods
  • ସଂ. ବି ( 6 ଷ୍ଠୀ ତତ୍) — ସୁର ଖଣ୍ଡନିକା (ଦେଖ) — Sura khaṇḍanikā (See)