ସୁର ବାଳା Sura bāḻā

  • ସଂ. ବି — ଦେବବାଳା; ଦେବ ସ୍ତ୍ରୀ — Goddess; wife of one of the gods
  • ସଂ. ବି — ଅପ୍ସରା — Heavenly nymph
  • ଦେ. ବି — ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ — A name given to females