ସୁର ପ୍ରିୟ Sura priya
- ସଂ. ବିଣ (ପୁଂ) — ଦେବତାମାନଙ୍କ ପ୍ରିୟ — Loved by the gods
- ସଂ. ବିଣ (ପୁଂ) — ଯେ ଦେବତାମାନଙ୍କୁ ସ୍ନେହ କରେ — Fond of the gods
- ବି — ଅଗସ୍ତ୍ୟବୃକ୍ଷ (ରାଜନିର୍ଘଣ୍ଟ) — Sesbania Grandiflora
- ବି — କବାବଚିନି — Cubeb pepper
- ବି — ଇନ୍ଦ୍ର — Indra
- ବି — ବୃହସ୍ପତି — The preceptor of the gods