ସୁର ଧୁନୀ Sura dhūnī

  • ସଂ. ବି ( 6 ଷ୍ଠୀ ତତ୍; ସୁର=ଦେବତା+ ଧୁନୀ=ନଦୀ) — ଗଙ୍ଗାନଦୀ — The river Ganges
  • ସଂ. ବି ( 6 ଷ୍ଠୀ ତତ୍; ସୁର=ଦେବତା+ ଧୁନୀ=ନଦୀ) — ସ୍ୱର୍ଗଙ୍ଗା — The Ganges said to flow in heaven