ସୁର ତରୁ Sura taru

  • ସଂ. ବି — ନନ୍ଦନ କାନନର ତରୁ — A tree of the heaven
  • ସଂ. ବି — (ଉ—ଖର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଖ. ଗୀତ।)
  • ସଂ. ବି — [ଦ୍ର— କଳ୍ପତରୁ, ମନ୍ଦାର, ପାରିଜାତ, ସନ୍ତାନ ଓ ହରିଚନ୍ଦନ, ଏମାନେ ନନ୍ଦନ କାନନର ତରୁ ଅଟନ୍ତି।]
  • ସଂ. ବି — ସ୍ୱର୍ଗର କଳ୍ପତରୁ — The wish-bearing tree of the heaven
  • ସଂ. ବି — ପୁନ୍ନାଗ — Mast wood; Calophyllum Inophyllum
  • ସଂ. ବି — (ଉ—ସୁରତରୁ କୁଞ୍ଜେ ମଞ୍ଜୁଳ ମୋର ମୈତ୍ରେୟ କି। ରାଧାନାଥ, ଚନ୍ଦ୍ରଭାଗା।)