ସୁର ଚଢ଼ାଇବା Sura chaṟḍ̠ẖāibā
- ଦେ. କ୍ରି — ଧ୍ୱନିକୁ ଉଚ୍ଚତର କରିବା — To raise the tone
- ଦେ. କ୍ରି — ଯନ୍ତ୍ରରୁ ଉତ୍ପାଦିତ ସ୍ୱରକୁ ଉଚ୍ଚତର କରିବା — To raise the tune of a musical instrument to a higher pitch
- ଦେ. କ୍ରି — ବେହେଲା ଓ ସୀତାର ଆଦିର ତାରକୁ ଠିକ୍ ସ୍ୱରଯୁକ୍ତ କରିବା — To regulate the tune of a musical instrument; to set a musical instrument to tune