ସୁଯୋଧନ Suj̄odhana

  • ସଂ. ବି. ପୁଂ (ସୁ+ଯୁଧ୍ ଧାତୁ+ବର୍ତ୍ତୃ. ଅନ) — ଦୁର୍ଯ୍ୟୋ— ଧନଙ୍କ ନାମାନ୍ତର — A name of Durj̄yodhana
  • ସଂ. ବି. ପୁଂ (ସୁ+ଯୁଧ୍ ଧାତୁ+ବର୍ତ୍ତୃ. ଅନ) — (ଉ—ଉଦ୍ଧରିଲୁ ଅରି ହସ୍ତୁଁ ହେଳେ ସୁଯୋଧନ—ରାଧାନାଥ, ମହାଯାତ୍ରା।)