ସୁଯାମୁନ Suj̄āmuna

  • ସଂ. ବି (ସୁ+ଯମୁନା+ଅ) — ବିଷ୍ଣୁ (ହେମଚନ୍ଦ୍ର); ବିଷ୍ଣୁସହସ୍ରନାମୋକ୍ତ ବିଷ୍ଣୁଙ୍କର ନାମ — A name of Bishṇu
  • ସଂ. ବି (ସୁ+ଯମୁନା+ଅ) — ବତ୍ସରାଜ (ହେମଚନ୍ଦ୍ର); ବାରସୁତ (ଦେଖ) — Bārasuta (See)
  • ସଂ. ବି (ସୁ+ଯମୁନା+ଅ) — ରାଜ— ପ୍ରାସାଦ (ହେମଚନ୍ଦ୍ର) — Royal building; palace
  • ସଂ. ବି (ସୁ+ଯମୁନା+ଅ) — ଅଦ୍ରିବିଶେଷ (ହେମଚନ୍ଦ୍ର) — Name of a mountain
  • ସଂ. ବି (ସୁ+ଯମୁନା+ଅ) — ମେଘବିଶେଷ (ମେଦିନୀ) — Name of a cloud