ସୁଯାତ୍ରା Suj̄ātrā

  • ଦେ. ବି — ଶୁଭ ଯୋଗରେ ଯାତ୍ରା — An auspicious starting
  • ଦେ. ବି — [ଦ୍ର—ଯେଉଁ ଯାତ୍ରାରେ ଅନୁକୂଳ କରିବା ସମୟରେ ଶୁଭଶକୁନମାନ ଦେଖାଯାଏ ଓ ଯେଉଁ ଯାତ୍ରାରେ କୌଣସି ବାଧାବିଘ୍ନ ଘଟେ ନାହିଁ ଏବଂ ଯେଉଁ ଯାତ୍ରାର ଫଳ ଶୁଭ ହୁଏ।]