ସୁଯଜ୍ଞ Suj̄ajn̄a
- ସଂ. ବିଣ. ପୁଂ (ବହୁବ୍ରୀହି) — ଉତ୍ତମତା ବା ସଫଳତା ସହକାରେ ଯଜ୍ଞ ସମ୍ପାଦନକାରୀ — Performing a J̄ajn̄a well
- ସଂ. ବି (କର୍ମଧା) — ଉତ୍ତମ ଯଜ୍ଞ — Good J̄ajn̄a
- ସଂ. ବି (କର୍ମଧା) — (ବହୁବ୍ରୀହି) (ନାମ) ଆକୁତି ଗର୍ଭଜାତ ରୁଚି ପ୍ରଜାପତିଙ୍କ ପୁତ୍ର (ହି. ଶ) — A son of Ruchi
- ସଂ. ବି (କର୍ମଧା) — (ନାମ) ବଶିଷ୍ଠଙ୍କ ଏକ ପୁତ୍ର — A son of Baṡishṭha
- ସଂ. ବି (କର୍ମଧା) — ଧ୍ରୁବଙ୍କର ଏକ ପୁତ୍ର — A son of Dhruba
- ସଂ. ବି (କର୍ମଧା) — ଉଶୀନରର ଏକ ରାଜା — Name of a king of Uṡīnara