ସୁମେଧାଃ Sumedhāḥ

  • ସଂ. ବିଣ (ବହୁବ୍ରୀହି; ସୁ+ମେଧସ୍; 1 ମା. 1 ବ) — ସୁନ୍ଦର ମେଧା ବା ବୁଦ୍ଧିବିଶିଷ୍ଟ; ବୁଦ୍ଧିମାନ୍ — Of good intelligence; sharp of intellect
  • ସଂ. ବି — (ନାମ) ଚାକ୍ଷୁଷମନ୍ତ୍ୱନ୍ତରର ଏକ ଋଷି (ହି. ଶ) — Name of an ancient sage
  • ସଂ. ବି — ପଞ୍ଚମ ମନ୍ତ୍ୱନ୍ତରର ବିଶିଷ୍ଟ ଦେବତା — Name of the special Deity of the 5th Manwantara
  • ସଂ. ବି — ପିତୃଲୋକଙ୍କ ଗଣ ବିଶେଷ — Name of a class of deceased ancestors
  • ସଂ. ବି — ଜ୍ଯୋତିଷ୍ମତୀ ଲତା (ହି. ଶ) — Jyotishmatī latā (See)