ସୁମିତ୍ର Sumitra

  • ସଂ. ବି — ଉତ୍ତମ ବା ଉପକାରୀ ମିତ୍ର — A good friend
  • ସଂ. ବି — (ନାମ) ଇକ୍ଷ୍ୱାକୁ ବଂଶୀୟ ଅନ୍ତିମ ରାଜା ସୁରଥଙ୍କ ପୁତ୍ର (ବିଷ୍ଣୁପୁରାଣ) — Name of the son of Suratha, the last king of the Ikshwāku dynasty
  • ସଂ. ବି — (ନାମ) ବର୍ତ୍ତମାନ ଯୁଗର ବିଂଶ ଅର୍ହତ୍ ସୁବାତଙ୍କ ପିତା (ହେମଚନ୍ଦ୍ର) — Name of Subāta, the 20th Ja̲i̱na saint of the modern era
  • ସଂ. ବି — (ନାମ) ଶ୍ରୀକୃଷ୍ଣଙ୍କ ଏକ ପୁତ୍ର — Name of a son of Ṡrīkṛushṇa
  • ସଂ. ବି — (ନାମ) ଅଭିମନ୍ୟୁଙ୍କ ସାରଥି — Name of the charioteer of Abhimanyu
  • ସଂ. ବି — (ନାମ) ବୃଷ୍ଣିଙ୍କର ଏକ ପୁତ୍ର — A son of Bṛushṇī
  • ସଂ. ବି — (ନାମ) ମେବାର ରାଣାବଂଶର ସ୍ଥାପୟିତା — The progenitor of the Ranas of Mewar
  • ସଂ. ବି — [ଦ୍ର—ଭାଗବତରେ ଏହାଙ୍କ ଉଲ୍ଲେଖ ଅଛି। ଏ ସୌରାଷ୍ଟ୍ରର ଅନ୍ତିମ ରାଜା ଥିଲେ। କର୍ଣ୍ଣେଲ୍ ଟଡ୍ ରାଜସ୍ଥାନଗ୍ରନ୍ଥରେ ଏହାଙ୍କୁ ବିକ୍ରମାଦିତ୍ୟଙ୍କ ସମସାମୟିକ ବୋଲି ଲେଖିଅଛନ୍ତି। ଏ ସୌରାଷ୍ଟ୍ରରୁ ରାଜ— ପୁତାନାକୁ ଯାଇ ସେଠାରେ 'ରାଣା' ବଂଶର ପ୍ରତିଷ୍ଠା କରିଥିଲେ—ହି. ଶ।]
  • ସଂ. ବିଣ. ପୁଂ — ଉତ୍ତମ ମିତ୍ରବିଶିଷ୍ଟ — Having good friend