ସୁମାଳିନୀ Sumāḻinī
- ସଂ. ବି — ପ୍ରତି ଚରଣରେ ଛଅଟି ବର୍ଣ୍ଣ ଥିବା ବୃତ୍ତବିଶେଷ (ହି. ଶ) — 1. Name of a Sanscrit metre
- ସଂ. ବି — [ଦ୍ର—ଏଥିର 2 ୟ ଓ 5 ମ ବର୍ଣ୍ଣ ଲଘୁ; ଅନ୍ଯ ବର୍ଣ୍ଣମାନ ଗୁରୁ।] — [ଦ୍ର—ଏଥିର2ୟ ଓ5ମ ବର୍ଣ୍ଣ ଲଘୁ; ଅନ୍ଯ ବର୍ଣ୍ଣମାନ ଗୁରୁ]
- ସଂ. ବି — ଗନ୍ଧର୍ବୀବିଶେଷ (ହି. ଶ) — Name of a Gandharba-female