ସୁମନସ Sumanasa

  • ଦେ. ବି (ସଂ. ସୁମନସ୍) — ପୁଷ୍ପସମୂହ — A collection or multitude of flowers
  • ଦେ. ବି (ସଂ. ସୁମନସ୍) — (ସଂ. ସୁମନସ୍) ଦେବତା — Deity
  • ଦେ. ବି (ସଂ. ସୁମନସ୍) — ପଣ୍ଡିତ — A learned man
  • ଦେ. ବି (ସଂ. ସୁମନସ୍) — (ଉ—ବାହୁଡ଼ିଲେ ଭାର କରି ସୁମନସ ବର—ଭଞ୍ଜ, ବୈଦେହୀଶବିଳାସ।)
  • ଦେ. ବି (ସଂ. ସୁମନସ୍) — ପ୍ରସନ୍ନ ଚିତ୍ତ — Delighted heart
  • ଦେ. ବି (ସଂ. ସୁମନସ୍) — ଉତ୍ତମ ମନ — Good mind
  • ଦେ. ବି (ସଂ. ସୁମନସ୍) — (ଉ—ବଣା ଯେ ସୁମନସେ ସୁମରି ସୁମନସେ ଛିଡ଼ିଲା ନ ଛିଡ଼ିଲା ମୁଣ୍ଡ—ଭଞ୍ଜ, ବୈଦେହୀଶବିଳାସ।)