ସୁମନଃ ଫଳ Sumanaḥ phaḻa

  • ସଂ. ବି — ଜାତୀ ଫଳ; ଜାଇଫଳ (ରାଜନିର୍ଘଣ୍ଟ) — Nutmeg
  • ସଂ. ବି — କପିତ୍ଥ ବୃକ୍ଷ (ଶବ୍ଦ ଚନ୍ଦ୍ରିକା) — The wood apple tree