ସୁମନସ ପଦ୍ଧତି Sumanasa paddhati
- ଦେ. ବି (ସଂ. ସୁମନସ୍=ଦେବତା+ପଦ୍ଧତି= ମାର୍ଗ; ଦେବମାର୍ଗ) — ନକ୍ଷତ୍ର— ଦାଣ୍ଡ — The milky way
- ଦେ. ବି (ସଂ. ସୁମନସ୍=ଦେବତା+ପଦ୍ଧତି= ମାର୍ଗ; ଦେବମାର୍ଗ) — (ସଂ. ସୁମନସ୍ =ଫୁଲ+ପଦ୍ଧତି=ଶ୍ରେଣୀ) ପୁଷ୍ପମାଳା — Flower-garland
- ଦେ. ବି (ସଂ. ସୁମନସ୍=ଦେବତା+ପଦ୍ଧତି= ମାର୍ଗ; ଦେବମାର୍ଗ) — (ଉ—ବିସ୍ତାରକ ସୁମନସ ପଦ୍ଧତି ଆହୁରି—ଭଞ୍ଜ, ବୈଦେହୀଶବିଳାସ।)