ସୁମ ଶାୟକ Suma ṡāyaka

  • ସଂ. ବି — (ମ. ପ. ଲୋ) ପୁଷ୍ପରଚିତ ଧନୁ — A bow made of flowers
  • ସଂ. ବି — (ବହୁବ୍ରୀହି) ପୁଷ୍ପଧନ୍ୱା; କାମଦେବ — Cupid