ସୁମ ଫାଟ Suma phāṭa

  • ଦେ. ବି (ଫା. ସୁମ୍+ଓ. ଫାଟ, ଫଟା) — ଘୋଡ଼ାଙ୍କ ଖୁରା ଫାଟିଯିବା ରୋଗ— ବିଶେଷ — A disease affecting the hoofs of horses