ସୁଭ୍ରୂ Subhrū
- ସଂ. ବିଣ. ସ୍ତ୍ରୀ (ସୃ=ସୁନ୍ଦର+ଭ୍ରୂ ଯାହାର; ବହୁବ୍ରୀହି) — ସୁନ୍ଦର ଭ୍ରୃଯୁକ୍ତା (ନାରୀ) — (a woman) Having nice-eye brows
- ବି. ସ୍ତ୍ରୀ — ସୁନ୍ଦରୀ— ନାରୀ — A beautiful woman; a lovely woman
- ବି. ସ୍ତ୍ରୀ — ନାରୀ; ସ୍ତ୍ରୀ (ଜଟାଧର) — Woman
- ବି. ସ୍ତ୍ରୀ — [ଦ୍ର—ଏହି ଶବ୍ଦର ସମ୍ବୋଧନ ଏକ ବଚନରେ ରୂପ 'ସ୍ୱଭ୍ରୂ'; କିନ୍ତୁ ଭଟ୍ଟି, କାଳିଦାସ ଓ ଭବଭୂତି ଆଦି କବିମାନେ ଏ ଶବ୍ଦର ସମ୍ବୋଧନ ଏକ ବଚନରେ 'ସୁଭ୍ରୂ' ଆକାର ବ୍ଯବହାର କରି ଅଛନ୍ତି। ଯଥା କୁମାର ସମ୍ଭବ 5।43 ; ମାଲବିକାଗ୍ନିମିତ୍ର 3।8 —ଆପ୍ତେ।] — [ଦ୍ର—ଏହି ଶବ୍ଦର ସମ୍ବୋଧନ ଏକ ବଚନରେ ରୂପ 'ସ୍ୱଭ୍ରୂ'; କିନ୍ତୁ ଭଟ୍ଟି, କାଳିଦାସ ଓ ଭବଭୂତି ଆଦି କବିମାନେ ଏ ଶବ୍ଦର ସମ୍ବୋଧନ ଏକ ବଚନରେ 'ସୁଭ୍ରୂ' ଆକାର ବ୍ଯବହାର କରି ଅଛନ୍ତି ଯଥା କୁମାର ସମ୍ଭବ543; ମାଲବିକାଗ୍ନିମିତ୍ର38—ଆପ୍ତେ]