ସୁଭିକ୍ଷ Subhiksha
- ସଂ. ବି (ସୁ+ଭିକ୍ଷ୍ ଧାତୁ+ଅଧି. ଅ) — ଯେଉଁ କାଳରେ ଭିକ୍ଷୁକର ଭିକ୍ଷା ସୁଲଭ — A time of plenty (when beggers get plenty of alms easily)
- ସଂ. ବି (ସୁ+ଭିକ୍ଷ୍ ଧାତୁ+ଅଧି. ଅ) — ସୁଲଭ ଭୈକ୍ଷ ଦ୍ରବ୍ୟ — Cheap articles alms
- ସଂ. ବି (ସୁ+ଭିକ୍ଷ୍ ଧାତୁ+ଅଧି. ଅ) — ଯେଉଁ କାଳରେ ଦେଶରେ ଶସ୍ୟାଦି ଖାଦ୍ୟ ପ୍ରଚୁର ପରିମାଣରେ ମିଳେ — A time when the necessaries of life are cheap and plentiful