ସୁବୋଧ୍ୟ Subodhya

  • ସଂ. ବିଣ (ସୁ+ବୁଧ୍ ଧାତୁ+କର୍ମ. ୟ) — ଯାହା ସହଜରେ ବୁଝି ହୁଏ; ସୁଖବୋଧ୍ୟ — Capable of being easily understood
  • ସଂ. ବିଣ (ସୁ+ବୁଧ୍ ଧାତୁ+କର୍ମ. ୟ) — ଯାହାଙ୍କୁ ସହଜରେ ନିଦ୍ରାରୁ ଉଠାଇ ଦିଆଯାଇ ପାରେ — One who can be awakened easily from sleep