ସୁବେଶ SubeṠ
- ସଂ. ବି — ସୁନ୍ଦର ବେଶ — Nice dress
- ସଂ. ବି — ସୁନ୍ଦର ପରିଛଦ ଓ ସଜ୍ଜା — Nice toilet
- ସଂ. ବି — ଶ୍ୱେତକ୍ଷୂ (ରାଜନିର୍ଘଣ୍ଟ) — The white variety of sugarcane
- ବିଣ — (ବହୁବ୍ରୀହି; ସୁ ଅଟେ ବେଶ ଯାହାର) ସୁନ୍ଦର ବେଶଯୁକ୍ତ — Having a good dress; well dressed
- ବିଣ — ସୁନ୍ଦର; ରୂପବାନ୍ (ହି. ଶ) — Beautiful