ସୁବୃଦ୍ଧ Subṛuddha

  • ସଂ. ବିଣ. (ପୁଂ) — ଅତ୍ୟନ୍ତ ବୃଦ୍ଧ — Very old
  • ସଂ. ବିଣ. (ପୁଂ) — ଅତି ପ୍ରାଚୀନ — Very old; ancient
  • ସଂ. ବି (ନାମ) — ଦକ୍ଷିଣ ଦିଗ୍ଗଜର ନାମ — Name of the mythological elephant guarding the south