ସୁବୃତ୍ତା Subṛuttā

  • ସଂ. ବିଣ — ସୁବୃତ୍ତର ସ୍ତ୍ରୀଲିଙ୍ଗ — Feminine of Subṛutta
  • ବିଣ — ଶତପତ୍ରୀ (ରାଜନିର୍ଘଣ୍ଟ); ସେବତୀ ଫୁଲ — The musk rose
  • ବିଣ — କାକଳୀ ଦ୍ରାକ୍ଷା — A species of circular grape
  • ବିଣ — (ନାମ) ଅପ୍ସରୋବିଶେଷ — Name of a heavenly nymph
  • ବିଣ — ପ୍ରତ୍ୟେକ ଚରଣରେ 19 ଅକ୍ଷର ବିଶିଷ୍ଟ ବୃତ୍ତ ବିଶେଷ (ହି. ଶ) — ପ୍ରତ୍ୟେକ ଚରଣରେ19ଅକ୍ଷର ବିଶିଷ୍ଟ ବୃତ୍ତ ବିଶେଷ (ହି. ଶ)—. Name of a sanskrit metre
  • ବିଣ — [ଦ୍ର—ଏଥିର 1 ମ, 7 ମ, 8 ମ, 9 ମ, 10 ମ, 11 ଶ, 14 ଶ, 17 ଶ, ବର୍ଣ୍ଣ ଗୁରୁ (ହି. ଶ)] — [ଦ୍ର—ଏଥିର1ମ,7ମ,8ମ,9ମ,10ମ,11ଶ,14ଶ,17ଶ, ବର୍ଣ୍ଣ ଗୁରୁ (ହି. ଶ)]