ସୁବୃତ୍ତି Subṛutti
- ସଂ. ବି (କର୍ମଧା) — ସୁନ୍ଦର ବା ଉତ୍ତମ ବା ପବିତ୍ର ଜିବୀକା — A good or high or pure occupation
- ସଂ. ବି (କର୍ମଧା) — ଉତ୍ତମ ବୁଦ୍ଧି ବୃତ୍ତ — Good or noble inclination
- ସଂ. ବି (କର୍ମଧା) — ସଦାଚାର (ହି. ଶ) — Approved conduct
- ସଂ. ବି (କର୍ମଧା) — ସଚ୍ଚରିତ୍ର (ହି. ଶ) — Good conduct
- ସଂ. ବିଣ (ପୁଂ ଓ ସ୍ତ୍ରୀ) — ପବିତ୍ର ଜୀବିକାବାନ୍ — Of good or honest livelihood
- ସଂ. ବିଣ (ପୁଂ ଓ ସ୍ତ୍ରୀ) — ସଚ୍ଚରିତ୍ର — Of good conduct