ସୁବୁଦ୍ଧି Subuddhi

  • ସଂ. ବି (କର୍ମଧା) — ସଦ୍ବୁଦ୍ଧି; ଉତ୍ତମ ବୁଦ୍ଧି — Good intellect
  • ସଂ. ବି (କର୍ମଧା) — ସୁମତି; ଭଲ କାର୍ଯ୍ୟରେ ମତି — Inclination to do good acts
  • ବିଣ — ଉତ୍ତମ ବୁଦ୍ଧି ବିଶିଷ୍ଟ; ସୁନ୍ଦର ବୁଦ୍ଧି ଯୁକ୍ତ — Possessing good intellect; of good intellect
  • ବିଣ — ବୁଦ୍ଧିମାନ୍ — Intelligent
  • ବିଣ — ସତ୍ ସ୍ୱଭାବ — Of good nature
  • ଦେ. ବି — ଖଣ୍ଡାଏତ ଓ ତେଲିଙ୍କର ବଂଶୋପାଧି ବିଶେଷ — A family title of oil- men and Khandāyets
  • ଦେ. ବି — [ଦ୍ର—ବାଙ୍କିର ବୈଦ୍ଯେ— ଶ୍ୱରରେ ତେଲି ଜାତୀୟ ସୁବୁଦ୍ଧି ଉପାଧିଧାରୀ ମହାଜନ ଓ ଜମିଦାର ବଂଶ ବାସ କରନ୍ତି।]
  • ଦେ. ବି — ରାଜଦତ୍ତ ଉପାଧି— ବିଶେଷ — A title bestowed by kings