ସୁବୁଦ୍ଧି ଶିରୋମଣି Subuddhi Ṡiromaṇi
- ଦେ. ବି — ନବଦ୍ୱୀପର ଜ୍ୟୋତିଃଶାସ୍ତ୍ରାନୁଶୀଳନରେ ବିଖ୍ୟାତ ବଂଶର ଆଦିପୁରୁଷ — Name of the ancestor of a famous family of astrologers of 'Nabadwīpa'
- ଦେ. ବି — [ଦ୍ର—ଏହାଙ୍କର ପ୍ରପୌତ୍ର ଗୋକୁଳାନନ୍ଦ ବିଦ୍ୟାମଣି ମହାରାଜ କୃଷ୍ଣଚନ୍ଦ୍ରଙ୍କଠାରୁ ବୃତ୍ତି ପାଇ ଆପଣାର ଜନ୍ମ— ସ୍ଥାନ ଯଶୋହର ବିଲ୍ଲାର ଚୌଗାଛା ଗ୍ରାମରୁ ଆସି ନଦିଆରେ ରହିଥିଲେ।]