ସୁବୀର Subīra

  • ସଂ. ବି — ଦେଶ ବିଶେଷ; ସିନ୍ଧୁ ନଦ ସନ୍ନିକଟସ୍ଥ ଦେଶ — Name of a country
  • ସଂ. ବି — ଉତ୍କୃଷ୍ଟ ବୀର ବା ଯୋଦ୍ଧା — A great hero or warrior
  • ସଂ. ବି — ସ୍କନ୍ଦଙ୍କର ଏକ ନାମ (ହି. ଶ) — A name of Skanda
  • ସଂ. ବି — ଶିବଙ୍କର ଏକ ନାମ (ହି. ଶ) — A name of Ṡiba
  • ସଂ. ବି — ଶିବଙ୍କର ଏକ ପୁତ୍ର (ହି. ଶ) — A son of Ṡiba
  • ସଂ. ବି — ଶିବିଙ୍କର ଏକ ପୁତ୍ର (ହି. ଶ) — A son of king Ṡibi
  • ସଂ. ବି — ଏକ— ବୀର ବୃକ୍ଷ (ହି. ଶ) — Name of a wild tree