ସୁବୀର୍ଯ୍ୟା Subīrj̄yā
- ସଂ. ବି — ବନ କାର୍ପାସୀ; ବଣ କପା (ଶବ୍ଦ ରତ୍ନାବଳୀ) — The wild cotton plant
- ସଂ. ବି — ବଡ଼ ଶତାବରୀ (ହି. ଶ) — The larger variety of Asparagus
- ସଂ. ବି — ନାଡ଼ି ହିଙ୍ଗୁ; ହିଙ୍ଗୁ— ବିଶେଷ (ବୈଦ୍ଯକ) — Dikamallegum; Gummy Gardenia
- ସଂ. ବିଣ. ସ୍ତ୍ରୀ — ସୁବୀର୍ଯ୍ୟର ସ୍ତ୍ରୀଲିଙ୍ଗ — Feminine of Subīrj̄ya