ସୁବିଦ୍ Subid

  • ସଂ. ବି. ପୁଂ. ଓ ସ୍ତ୍ରୀ (ସୁ+ବିଦ୍. ଧାତୁ+କର୍ତ୍ତୃ. କ୍ୱିପା — ପଣ୍ଡିତ — A learned man
  • ସଂ. ବି. ପୁଂ. ଓ ସ୍ତ୍ରୀ (ସୁ+ବିଦ୍. ଧାତୁ+କର୍ତ୍ତୃ. କ୍ୱିପା — ଗୁଣଯୁକ୍ତା— ନାରୀ — A virtuous woman