ସୁବାହୁ Subāhu
- ସଂ. ବି. ବିଣ (ବହୁବ୍ରୀହି) — ସୁନ୍ଦର ବାହୁବିଶିଷ୍ଟ — Having nice arms
- ସଂ. ବି — ଉତ୍ତମ ବା ସୁନ୍ଦର ବାହୁ — Fine arm
- ସଂ. ବି — (ନାମ) ସ୍କନ୍ଦଙ୍କର ଜଣେ ପାର୍ଷଦ (ହି. ଶ) — Name of a courtier of Skanda
- ସଂ. ବି — (ନାମ) ଧୃତରାଷ୍ଟ୍ରଙ୍କ ପୁତ୍ର ଓ ଚେଦିର ରାଜା (ହି. ଶ) — Name of a son of Dhṛutarāshṭra
- ସଂ. ବି — (ନାମ) ଶ୍ରୀକୃଷ୍ଣଙ୍କ ଏକ ପୁତ୍ର — Name of a son of Ṡrīkṛushṇa
- ସଂ. ବି — ବିଶ୍ୱାମିତ୍ରଙ୍କ ତପୋଭଗ୍ନ— କାରୀ ମାରୀଚର ସହଚର ରାକ୍ଷସ — Name of a demon
- ସଂ. ବି — ଦଶରଥଙ୍କର ସାରଥିର ନାମ — Name of a charioteer of Daṡaratha
- ସଂ. ବି — ଶତ୍ରୁଘ୍ନଙ୍କର ଗୋଟିଏ ପୁତ୍ରର ନାମ — Name of a son of Ṡatrughna
- ସଂ. ବି — (ଉ—ସୁବାହୁ ଶ୍ରୁତସେନ ବୀର, ହୋଇବେ ଶତୃଘ୍ନ କୁମର—ଜଗନ୍ନାଥ, ଭାଗବତ।)
- ସଂ. ବି — ପ୍ରାଚୀନ ଭାରତର ଜନୈକ ରାଜା, କୁବଳୟାଶ୍ୱଙ୍କ ପୁତ୍ର — Name of an ancient king of India, son of Kubaḻayāṡwa
- ସଂ. ବି — (ଉ—ସୁବାହୁଙ୍କ ରାଜ୍ୟକୁ ଗଲେ ତ୍ୱାରା ହୋଇ—କୃଷ୍ଣସିଂହ, ମହାଭାରତ, ବନ।)