ସୁବାସିନୀ Subāsinī

  • ସଂ. ବିଣ. ସ୍ତ୍ରୀ (ସୁବାସ+ଅଛି ଅର୍ଥରେ ଇନ୍+ସ୍ତ୍ରୀ+ଈ) — ସୁବାସୀର ସ୍ତ୍ରୀଲିଙ୍ଗ — Feminine of subāsī
  • ବି — ସୁବାସଯୁକ୍ତା ରମଣୀ — A woman from whose body a sweet smell emanates
  • ବି — ଚିଲଟୀ; ଚିରକାଳ ପିତ୍ରାଳୟବାସିନୀ ବିବାହିତା କନ୍ଯା (ଅମର) — A married girl who always resides in her father's house
  • ବି — ଦ୍ୱିତୀୟବାୟାଃ ବା ପ୍ରୌଢ଼ା ସ୍ତ୍ରୀ — A middle-aged woman
  • ବି — ଚିରକାଳ ପିତ୍ରାଳୟବାସିନୀ ବିବାହିତା ବା ଅବିବାହିତା ସ୍ତ୍ରୀ — A woman married or single who resides in her father's house (Apte)
  • ବି — ସମ୍ଭ୍ରାନ୍ତ ବଂଶୀୟା ଅହ୍ୟ ସ୍ତ୍ରୀଲେକଙ୍କ ପ୍ରତି ବ୍ଯବହୃତ ସମ୍ଭାଷଣ — A term of courtesy for a respectable woman whose husband is alive. (M.W.)
  • ବି — ସଧବା ସ୍ତ୍ରୀଲୋକ (ହି. ଶ — A lady whose husband is alive
  • ବି — [ଦ୍ର—କେହି କେହି କହନ୍ତି ଓଡ଼ିଆ 'ଭୁଆସୁଣୀ' ଶବ୍ଦ ଏହି ଶବ୍ଦର ଅପଭ୍ରଂଶ; ମାତ୍ର ପ୍ରକୃତରେ ଭୂଆସୁଣୀ ଶବ୍ଦ ସଂସ୍କୃତ 'ବହୁସୂନୀ' (ଅର୍ଥାତ୍ ଯେ ଅନେକଥର ପୁଷ୍ପବତୀ ହୁଏ) ଶବ୍ଦର ଅପଭ୍ରଂଶ ପରି ଜଣାଯାଏ।]