ସୁବାସୀ Subāsī

  • ସଂ. ବିଣ (ସୁ+ବାସ+ଇନ୍; 1 ମା. 1 ବ) — ସୁଖରେ ବାସ କରୁଥିବା — Residing or living comfortably
  • ସଂ. ବିଣ (ସୁ+ବାସ+ଇନ୍; 1 ମା. 1 ବ) — ସୌରଭମୟ — Scented; fragrant
  • ସଂ. ବିଣ (ସୁ+ବାସ+ଇନ୍; 1 ମା. 1 ବ) — ସୁନ୍ଦର ବାସଯୁକ୍ତ — Having a good scent
  • ସଂ. ବିଣ (ସୁ+ବାସ+ଇନ୍; 1 ମା. 1 ବ) — ସୁନ୍ଦର ଗୃହରେ ବାସ କରୁ— ଥିବା — Dwelling in a comfortable or respectable abode (M.W.)
  • ଦେ. ବି. ପୁଂ ଓ ସ୍ତ୍ରୀ — ପୁରୁଷ ଓ ସ୍ତ୍ରୀଲୋକଙ୍କ ନାମ — A name given to males and females